ଅଗ୍ନିବୀରଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ।

ପାସିଙ୍ଗ୍-ଆଉଟ୍ ପ୍ୟାରେଡ୍ ରେ ଦକ୍ଷିଣ କମାଣ୍ଡ ପତାକା ଅଧିକାରୀ  ଭାଇସ୍-ଆଡମିରାଲ  ଭି ଶ୍ରୀନିବାସ।



ବାଲୁଗାଁ,୭/୩: ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ପଞ୍ଚମ ବ୍ୟାଚ୍ ରେ  ୨୯୬୬ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା ବେଳେ ୪୦୨ ମହିଳା ଏବଂ ୨୫୬୪ ପୁରୁଷ ଅଗ୍ନିବୀର ଟ୍ରେନିଂ ନେଉଥିଲେ। ଏହି ଅଗ୍ନିବୀର ମାନେ ଦୀର୍ଘ ୧୬ ସପ୍ତାହ ଧରି ଟ୍ରେନିଂ ନେବା ପରେ ଆଜି ସେମାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଜଳପଥ ପାଇଁ ୨୯୬୬ ଜଣ ଅଗ୍ନିବୀର ଯୋଦ୍ଧା ଫିଟ୍ ହୋଇଛନ୍ତି । 


ଏହି ଅଗ୍ନିବୀର ମାନଙ୍କର ଟ୍ରେନିଂ ଶେଷ ହେବା ପରେ ଏହି ଅଗ୍ନିବୀରମାନେ ଏବେ ଜଳପଥ ଯୋଦ୍ଧା ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଗ୍ନିବୀର ମାନଙ୍କର ଟ୍ରେନିଂ ଶେଷ ହେବା ପରେ ଆଜି ସେମାନଙ୍କର ପାସିଂ ଆଉଟ୍ ପାରେଡ ଅନୁଷ୍ଠିତ ହେଉଛି । ଏହି ପାସିଙ୍ଗ୍-ଆଉଟ୍ ପ୍ୟାରେଡ୍ ରେ ଦକ୍ଷିଣ କମାଣ୍ଡ ପତାକା ଅଧିକାରୀ  ଭାଇସ୍-ଆଡମିରାଲ  ଭି ଶ୍ରୀନିବାସ ଏଥିରେ ଅଭିଭାଦନ ଗ୍ରହଣ କରିଥିଲେ ।  ତାଙ୍କ ସହିତ ଚିଲିକା ନୌସେନା କେନ୍ଦ୍ରର କମାଇଂଣ୍ଡି ଅଫିସର ବି.ଦୀପକ ଅନୀଲ ଉପସ୍ଥିତ ଥିଲେ ।

Please Select Embedded Mode To Show The Comment System.*

Previous Post Next Post