ଜଙ୍ଗଲରେ ଫୁଟିଲା ଗୁଳି

ସହର ଛାଡି  ଏବେ ଗାଁ  ମୁହାଁ ହେଲେଣି ଅପରାଧୀ,,,

ଚାନ୍ଦପୁର ଥାନା  ପଟିଆ ପାଇକ ସାହି ରେ   ଗୁଳି ଫୁଟାଇ ଲୁଟ,,,,,, ଗୁଳି ଫୁଟାଇ ଲୁଟି ନେଇଗଲେ  ଦାମୀ ବାଇକ  ,,  ଦୁର୍ବୁତ୍ତ ଙ୍କ 

ଗୁଳି ମାଡ଼ରେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି,,,,, 

ଗୁରୁତର ଯୁବକଙ୍କ ନାମ  ପିଣ୍ଟୁ ନାୟକ  ବୟସ ୨୪  ବର୍ଷ,, ଘର ନୟାଗଡ଼ ଜିଲ୍ଲା ପଟିଆ  ପାଇକ ସାହି,,, ଗାଁ ନିକଟରେ ଥିବା ବନ୍ଧକୁ  ପିଣ୍ଟୁ ଶୌଚ ହେବାକୁ ଯାଇଥିଲେ,,, ଏହି ସ୍ରମୟରେ 

ଦୁର୍ବୁତ୍ତ ମାନେ ଗୋଟିଏ ବାଇକ ରେ ଆସି  ଯୁବକ ଜଣକୁ  ବାଇକ ଚାବି ମାଗିଥିଲେ,,, ପିଣ୍ଟୁ ବାଇକ ର ଚାବି ନ ଦେବାରୁ ସେମାନେ ପ୍ରଥମେ ଗୋଟେ ଗୋଡ଼କୁ ଗୁଳି କରିଥିଲେ,, ଏହା ପରେ ବି ପିଣ୍ଟୁ ଚାବି ଦେଇନଥିଲେ,, ତେଣୁ ଦୁର୍ବୁତ୍ତ ମାନେ  ପିଣ୍ଟୁ ର ଆଉ ଗୋଟେ ଗୋଡ଼କୁ ଗୁଳି ମାରିଥିଲେ,,, ଏଥିରେ ଗୁରୁତର ହୋଇ ପଡ଼ିଥିଲେ ପିଣ୍ଟୁ,,,ଦୁର୍ବୁତ୍ତ ମାନେ ସେଠାରୁ ପିଣ୍ଟୁଙ୍କର ୟାମାହା ବାଇକ  ନେଇ ଚମ୍ପଟ ମାରିଥିଲେ,,  ପିଣ୍ଟୁଙ୍କର ଚିତ୍କାର  ଶୁଣି   ସ୍ଥାନୀୟ ଲୋକେ ଘଟଣା ସ୍ଥକରେ ପହଁଚି ଚାନ୍ଦପୁର ପୋଲିସ କୁ ଖବର ଦେଇଥିଲେ,, ପୋଲିସ ପହଁଚି ଘଟଣା ର ତଦନ୍ତ କରୁଛି, ପିଣ୍ଟୁ କୁ 

ଯୁବକ ଚାନ୍ଦପୁର   ମେଡିକାଲ ରେ ଭର୍ତ୍ତ କରାଯାଇଛି,,,, ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଛି,,,,, ଚାନ୍ଦପୁର ପୋଲିସ  ଦୁର୍ବୁତ୍ତ ଙ୍କର ଟେର ପାଇ ନାହିଁ,,,

Please Select Embedded Mode To Show The Comment System.*

Previous Post Next Post