ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ ଗଳିତ ମୃତ ଦେହ ଉଦ୍ଧାର,,, ବେଣ୍ଟ ଜଙ୍ଗଲ ର
ଏକ ପାଣି ଧାରରେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି ,,,,ମୃତ ବ୍ୟକ୍ତି ଙ୍କର କେବଳ
ହାଡ଼ କଙ୍କାଳ ଦେଖିବାକୁ ମିଳିଛି ।ମୃତକ ଜଣକ ଏକ ବ୍ଲୁ ରଙ୍ଗର ପ୍ୟାଣ୍ଟପିନ୍ଧିଥିବାର ଜଣାପଡୁଥିବା ବେଳେ ଶରୀର ର ସମ୍ପୂର୍ଣ୍ଣ ମାଂସ ପେଶି ନଷ୍ଟ ହୋଇ ହାଡ଼ କଙ୍କାଳ ଖପୁରୀ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ,,,ମୃତ୍ୟୁ ର
କାରଣ ଅସ୍ପଷ୍ଟ ରହିଛି,,,,,ଖବର ପାଇ
ଚାନ୍ଦପୁର ପୋଲିସ ଗଳିତ ଶବ ଜବତ କରି ତଦନ୍ତ କରୁଛି,,,
ଜଣେ ଗାଈଆଳ ଜଙ୍ଗଲ କୁ ଗାଇ ନେଇ ଚରାଇବା ପାଇଁ ଯାଇଥିବା ବେଳେ ସେ ଦୁର୍ଗନ୍ଧ ସମ୍ପର୍କ ରେ ଜାଣିବାକୁ ପାଇଥିଲେ,,, ଏହା ପରେ
ସ୍ଥାନୀୟ ଲୋକେ ଗତ କାଲି ରାତିରେ ଜଙ୍ଗଲରୁ ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଯାଇଥିଲେ,, ଲୋକେ ଏହି ଘଟଣା ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ,, ପୋଲିସ ଖବର ପାଇ ଶବ ଜବତ କରି ତଦନ୍ତ କରୁଛି,,


